BHALA MANISA KIE- PALA- MAHABHARATARE BHALA MANISA || PART-7 || GAYAK- SARAT KUMAR DALEI

ଏହି ପାଲା ର ବିଷୟବସ୍ତୁ ହେଉଛି ମହାଭାରତରେ ଭଲ ମଣିଷ, ଏହାକୁ ଗାୟକ ଜ୍ଞାନଜ୍ୟୋତି  ଶରତ କୁମାର ଦଳେଇ ପରିବେଷଣ କରିଛନ୍ତି, ଏହି ଭାଗରେ ମହାଭାରତ ଶୁଣିଲେ କଣ ଲାଭ ହୁଏ ତାହାକୁ ଗାୟକ ଆଲୋଚନା କରିଛନ୍ତି, ମହାଭାରତ ତଥା ଭାରତ ବିଷୟରେ ଶୁଣିଲେ ଯେତିକି ପୁଣ୍ୟ ଲାଭ ହୁଏ ଗଙ୍ଗା ସ୍ନାନ କଲେ ସେତିକି ପୁଣ୍ୟ ଲାଭ ହୁଏ ବୋଲି ଗାୟକ କହିଛନ୍ତି  ଏବଂ ମହାଭାରତରେ ଭଲ ମଣିଷ କୁ କିପରି ଜାଣିବା ଓ ଏହି ମହାଭାରତ ର ସୂତ୍ରପାତ କିପରି ହୋଇଛି ତାହାକୁ ଗାୟକ ଅତି ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା  

Comments

Popular posts from this blog

SHIBA DHANU BHAGNA- ODIA PALA(ଶିବଧନୁ ଭଗ୍ନ) || PART-1 || GAYAK- KAILASH CHANDRA ROUT