Posts

Showing posts from December, 2021

KRISHNA O KARNA(କ୍ରୀଷ୍ଣା ଓ କର୍ଣ୍ଣ)-ODIA PALA ||PART-1|| GAYIKA- SASMITA ROUT

Image
ବିଷୟ ବସ୍ତୁର ସାରାଂଶ -             ମହାଭାରତ ରେ କୃଷ୍ଣ କହିଲେ ଦ୍ରୌପଦୀ ଙ୍କୁ ବୁଝାଯାଏ ,ଗାୟିକାଙ୍କ କହିବା ଅନୁସାରେ ମଗଭାରତ ଯୁଧ୍ୟ ର କାରଣ ହେଲେ ଦ୍ରୌପଦୀ ,ଦ୍ରୌପଦୀ ବା କ୍ରୀଷ୍ଣା ନ୍କ ପାଇଁ କର୍ଣ୍ଣ ଯାହା ଯାହା ଲାଛନା,ଉପହାସ ସହ୍ୟ କରିଛନ୍ତି ସେଥିପାଇଁ ଦ୍ରୌପଦୀ ହେଉଛନ୍ତି ଦାୟୀ ,ତେବେ ମହାଭାରତ ରେ   କଣ କଣ ଏବଂ କଣ ପାଇଁ ଦ୍ରୌପଦୀ ବା କ୍ରୀଷ୍ଣା ଦାୟୀ ସୁନ୍ଦର ଭାବରେ ଗାୟିକା ସସ୍ମିତା ରାଉତ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା ସୁନ୍ଦର ବିଷୟ ଟି 'କ୍ରୀଷ୍ଣା ଓ କର୍ଣ୍ଣ '

DROUPADI SWAYAMBAR(ଦ୍ରୌପଦୀ ସ୍ଵୟମ୍ବର) ||PART-7|| GAYIKA-NAMITA DASH

Image

DROUPADI SWAYAMBAR(ଦ୍ରୌପଦୀ ସ୍ଵୟମ୍ବର) ||PART-6|| GAYIKA-NAMITA DASH

Image

DROUPADI SWAYAMBAR(ଦ୍ରୌପଦୀ ସ୍ଵୟମ୍ବର) ||PART-5|| GAYIKA-NAMITA DASH

Image

DROUPADI SWAYAMBAR(ଦ୍ରୌପଦୀ ସ୍ଵୟମ୍ବର) ||PART-4|| GAYIKA-NAMITA DASH

Image

DROUPADI SWAYAMBAR(ଦ୍ରୌପଦୀ ସ୍ଵୟମ୍ବର) ||PART-3|| GAYIKA-NAMITA DASH || MAMATA ENTERTAINMENT

Image

DROUPADI SWAYAMBAR(ଦ୍ରୌପଦୀ ସ୍ଵୟମ୍ବର) ||PART-2|| GAYIKA-NAMITA DASH || MAMATA ENTERTAINMENT

Image

ମାନପତ୍ର ବିତରଣ କାର୍ଯ୍ୟକ୍ରମ ||ବାଦୀପାଲା ମଂଚ- ଘଡିମୁଳ ଶାସନ|| GAYIKA- NAMITA DASH

Image
ଏହି ବାଦୀପାଲା ଅଷ୍ଟମ ବାର୍ଷିକ କାର୍ଯ୍ୟକ୍ରମ ରେ ଗାୟିକା ଶାସ୍ତ୍ରପ୍ରବୀଣା ନମିତା ଦାଶ ଏବଂ ସୁରତରଙ୍ଗିଣୀ ସସ୍ମିତା ରାଉତ ଭାଗ ନେଇଥିଲେ ଏବଂ ସର୍ବ ଶେଷରେ ଗାୟିକା ଶାସ୍ତ୍ରପ୍ରବୀଣା ନମିତା ଦାସ ଙ୍କୁ ଏବଂ ସୁରତରଙ୍ଗିଣୀ ସସ୍ମିତା ରାଉତ ଙ୍କ ସମେତ ଅନ୍ୟ କଳାକାର ମାନଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା                      ଏହି କାର୍ଯକ୍ରମରେ ୭୫ ବର୍ଷୀୟ ଗାୟକ ରତ୍ନ ପାଇଥିବା ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ବାୟକ କୈଳାଶ ଚନ୍ଦ୍ର ମିଶ୍ର (ମାହିଆ ଭାଇନା } ଙ୍କୁ ମଧ୍ୟ  ମାନପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା 

DROUPADI SWAYAMBAR(ଦ୍ରୌପଦୀ ସ୍ଵୟମ୍ବର) ||PART-1|| GAYIKA-NAMITA DASH

Image
ଏହି ଭାଗର ସାରାଂଶ:-                 ଏହି ପାଲାର ବିଷୟବସ୍ତୁ ହେଉଛି ଦ୍ରୌପଦୀ ସ୍ଵୟମ୍ବର, ଏହାକୁ ଗାୟିକା ନମିତା ଦଶ ଓ ସାଥିମାନେ ପରିବେଷଣ କରିଛନ୍ତି 

RAGHUBANSI RAGHU- ODIA PALA(ରଘୁବଂଶୀ ରଘୁ )||END PART||GAYIKA- PRABHATI SWAIN

Image
ବିଷୟବସ୍ତୁର ସାରାଂଶ:-                  ଏହି ପାଲାର ବିଷୟବସ୍ତୁ ହେଉଛି ରଘୁବନ୍ସି ରଘୁ, ଏହାକୁ ଗାୟିକା ପ୍ରଭାତୀ ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି