Posts

Showing posts from March, 2021

BHAKTARA BHAGABAN- LADIES PALA(ଭକ୍ତର ଭଗବାନ) || PART-6 || GAYIKA- SAKUNTALA BEHERA

Image
ଏହି ପାଲା ର ବିଷୟବସ୍ତୁ ହେଉଛି ଭକ୍ତର ଭଗବାନ, ଏହାକୁ ଗାୟିକା ଭାଷାରତ୍ନ ଶକୁନ୍ତଳା ବେହେରା ଓ ସାଥିମାନେ    ପରିବେଷଣ କରିଛନ୍ତି

SHYAMA SHRIKHANDA CHULA- PALA ODISHI SONG(ଶ୍ୟାମ ଶ୍ରୀଖଣ୍ଡ ଚୁଳ) || GAYIKA- SAKUNTALA BEHERA

Image
ଏହି ପାଲା ଓଡିଶୀ ସଂଗୀତ ର ନାମ ହେଉଛି ଶ୍ୟାମ ଶ୍ରୀଖଣ୍ଡ ଚୁଳ, ଏହି ଓଡିଶୀ ଗୀତ ଟି ଓଡ଼ିଆ ପାଲା ଭକ୍ତର ଭଗବାନ ବିଷୟବସ୍ତୁ ରୁ ସଂଗୃହିତ, ଏହି ପାଲାକୁ ଗାୟିକା ଭାଷାରତ୍ନ ଶକୁନ୍ତଳା ବେହେରା ଓ ସାଥିମାନେ ପରିବେଷଣ କରିଥିଲେ  

BHAKTARA BHAGABAN- LADIES PALA(ଭକ୍ତର ଭଗବାନ) || PART-5 || GAYIKA- SAKUNTALA BEHERA

Image
ଏହି ପାଲା ର ବିଷୟବସ୍ତୁ ହେଉଛି ଭକ୍ତର ଭଗବାନ, ଏହାକୁ ଗାୟିକା ଭାଷାରତ୍ନ ଶକୁନ୍ତଳା ବେହେରା ଓ ସାଥିମାନେ    ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ଭକ୍ତ ପ୍ରହଲ୍ଲାଦ କୁ ଉଦ୍ଧାର କରିବା ପାଇଁ ପ୍ରଭୁ କିପରି ନରସିଂହ ରୂପ ନେଇ ଧରାରେ ଅବତାରଣା କରିଥିଲେ ସେ ବିଷୟରେ ଆଲୋଚନା କରିଛନ୍ତି, ନରସିଂହ ରୂପରେ ପ୍ରଭୁ ଅଧା ନର ଏବଂ ଅଧା ସିଂହ ରୂପ ଧାରଣା କରିଥିଲେ, ପ୍ରହଲ୍ଲାଦ ର ବାପା ଥିଲେ ହିରଣ୍ୟ କଶ୍ୟପ ଏବଂ ସେ ଏକ ରାକ୍ଷସ କୂଳରେ ଜନ୍ମ ଗ୍ରହଣ କରିଥିଲେ, ପ୍ରହଲ୍ଲାଦ ଜନ୍ମ ହେଲା ପରେ ସେ କିପରି ନିଜ ପିତା ଙ୍କ ଠାରୁ ବାଲ୍ୟଶିକ୍ଷା ଗ୍ରହଣ କରୁଥିଲେ ସେ ବିଷୟରେ ଗାୟିକା ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା   

KANHURE KANHURE- ODIA PALA BHAJAN || GAYIKA- SAKUNTALA BEHERA || MAMATA ENTERTAINMENT

Image
  ଏହି ପାଲା ଭଜନ ଟି  ଓଡ଼ିଆ ପାଲା ଭକ୍ତର ଭଗବାନ ବିଷୟବସ୍ତୁରୁ ସଂଗୃହିତ, ଏହି ପାଲାକୁ ଗାୟିକା ଭାଷାରତ୍ନ ଶକୁନ୍ତଳା ବେହେରା ଓ ସାଥି ମାନେ ପରିବେଷଣ କରିଥିଲେ 

BHAKTARA BHAGABAN- LADIES PALA(ଭକ୍ତର ଭଗବାନ) || PART-4 || GAYIKA- SAKUNTALA BEHERA

Image
ଏହି ପାଲା ର ବିଷୟବସ୍ତୁ ହେଉଛି ଭକ୍ତର ଭଗବାନ, ଏହାକୁ ଗାୟିକା ଭାଷାରତ୍ନ ଶକୁନ୍ତଳା ବେହେରା ଓ ସାଥିମାନେ ପରିବେଷଣ କରିଛନ୍ତି

BHAKTARA BHAGABAN- LADIES PALA(ଭକ୍ତର ଭଗବାନ) || PART-3 || GAYIKA- SAKUNTALA BEHERA

Image
ଏହି ପାଲା ର ବିଷୟବସ୍ତୁ ହେଉଛି ଭକ୍ତର ଭଗବାନ, ଏହାକୁ ଗାୟିକା ଭାଷାରତ୍ନ ଶକୁନ୍ତଳା ବେହେରା ଓ ସାଥିମାନେ    ପରିବେଷଣ କରିଛନ୍ତି, ଏହି ଭାଗରେ ପାଲାର ବିଷୟବସ୍ତୁକୁ ଆରମ୍ଭ କରିବାକୁ ଯାଇ ଗାୟିକା କହିଛନ୍ତି ଭକ୍ତକୁ ବିପଦରୁ ଉଦ୍ଧାର କରିବା ପାଇଁ ଭଗବାନ ଯୁଗେଯୁଗେ ଧରାବତରଣ କରନ୍ତି ଏବଂ ଏହି ସଂସାରରେ କଣ କଲେ ଜୀବ ମୁକ୍ତି ଲାଭ କରିଥାଏ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ତେବେ ଭଗବାନ କାହିଁକି ଧରାବତରଣ କରନ୍ତି ଏବଂ କେତେବେଳେ ନିଜ ଭକ୍ତକୁ ଉଦ୍ଧାର କରିଥାନ୍ତି ଆସନ୍ତୁ ଦେଖିବା     

BHAKTARA BHAGABAN- LADIES PALA(ଭକ୍ତର ଭଗବାନ) || PART-2 || GAYIKA- SAKUNTALA BEHERA

Image
ଏହି ପାଲା ର ବିଷୟବସ୍ତୁ ହେଉଛି ଭକ୍ତର ଭଗବାନ, ଏହାକୁ ଗାୟିକା ଭାଷାରତ୍ନ ଶକୁନ୍ତଳା ବେହେରା ଓ ସାଥିମାନେ   ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା  

PALA COMEDY SONG- JHARI MOHAN NATH(ପାଲା କମେଡି ଗୀତ) || GAYIKA- JASODA PRIYADARSHINI SWAIN

Image
ଏହି ପାଲା କମେଡି ଗୀତ ଟି ଓଡ଼ିଆ ପାଲା ମାଳିକା ରଚନା ବିଷୟବସ୍ତୁ ରୁ ସଂଗୃହିତ, ଏହି କମେଡି ଗୀତକୁ ଝରି ମୋହନ ନାଥ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ପାଲାକୁ ଗାୟିକା ଯଶୋଦା ପ୍ରିୟଦର୍ଶିନୀ ସ୍ୱାଇଁ ପରିବେଷଣ କରିଥିଲେ 

BHAKTARA BHAGABAN- LADIES PALA(ଭକ୍ତର ଭଗବାନ) || PART-1 || GAYIKA- SAKUNTALA BEHERA

Image
ଏହି ପାଲା ର ବିଷୟବସ୍ତୁ ହେଉଛି ଭକ୍ତର ଭଗବାନ, ଏହାକୁ ଗାୟିକା ଭାଷାରତ୍ନ ଶକୁନ୍ତଳା ବେହେରା ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା

PALA BHAJAN- JHARI MOHAN NATH(ପାଲା ଭଜନ) || PART-3 || GAYIKA- JASODA PRIYADARSHINI SWAIN

Image
ଏହି ପାଲା ଭଜନଟି ଓଡ଼ିଆ ପାଲା ମାଳିକା ରଚନାରୁ ସଂଗୃହିତ, ଏହାକୁ ଝରି ମୋହନ ନାଥ ଗାଇଛନ୍ତି, ଏହି ପାଲାକୁ ଗାୟିକା ସୁଧାମୟୀ ଯଶୋଦା ପ୍ରିୟଦର୍ଶିନୀ ସ୍ୱାଇଁ ପରିବେଷଣ କରିଥିଲେ  

PALA ODISHI SONG- JHARI MOHAN NATH(ପାଲା ଓଡିଶୀ ସଂଗୀତ) || GAYIKA- JASODA PRIYADARSHINI SWAIN

Image
ଏହି ପାଲା ଓଡିଶୀ ସଂଗୀତଟି ଓଡ଼ିଆ ପାଲା ମାଲିକ ରଚନାରୁ ସଂଗୃହିତ, ଏହାକୁ ଝରି ମୋହନ ନାଥ ଗାଇଛନ୍ତି, ଏହି ପାଲାକୁ ଗାୟିକା ସୁଧାମୟୀ ଯଶୋଦା ପ୍ରିୟଦର୍ଶିନୀ ସ୍ୱାଇଁ ପରିବେଷଣ କରିଥିଲେ  

MALIKA RACHANA- LADIES PALA(ମାଳିକା ରଚନା) || PART-6 || GAYIKA- JASODA PRIYADARSHINI SWAIN

Image
ଏହି ପାଲା ର ବିଷୟବସ୍ତୁ ହେଉଛି ମାଳୀକା ରଚନା, ଏହାକୁ ଗାୟିକା ସୁଧାମୟୀ ଯଶୋଦା ପ୍ରିୟଦର୍ଶିନୀ ସ୍ୱାଇଁ ପରିବେଷଣ  କରିଛନ୍ତି