GURUSHISYA BADYA MAHAMILANA || BAYAK- PURNACHANDRA PANDA || GAYAK- BIJAY KUMAR PATTNAYAK
ଏହି ଭାଗର ସାରାଂଶ:- ଏହି ଗୁରୁଶିଷ୍ୟ ବାଦ୍ୟ ମହାମିଳନ ଭାଗଟି ଓଡ଼ିଆ ପାଲା ନାଗାନନ୍ଦ ବିଷୟବସ୍ତୁରୁ ସଂଗୃହିତ, ଏହାକୁ ବାୟକ ପୂର୍ଣଚନ୍ଦ୍ର ପଣ୍ଡା ପରିବେଷଣ କରିଛନ୍ତି, ଏହି ପାଲାକୁ ଗାୟକ ବିଜୟ କୁମାର ପଟନାୟକ ଓ ସାଥିମାନେ ପରିବେଷଣ କରିଥିଲେ