BHAGABAN NKA MAHIMA- LADIES PALA(ଭଗବାନଙ୍କ ମହିମା) || PART-4 || GAYIKA- URMILA SAHOO

ଏହି ଭାଗର ସାରାଂଶ:- 
ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଭଗବାନଙ୍କ ମହିମା, ଏହାକୁ ଗାୟିକା ଉର୍ମିଳା ସାହୁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ସଂସାରରେ ଅଧର୍ମ କିପରି ବିସ୍ତାରିତ ହୁଏ ସେ ବିଷୟରେ ଆଲୋଚନା କରିଛନ୍ତି, କଂସର ଅତ୍ୟାଚାର ବଢିବାକୁ ଲାଗିବାରୁ ସବୁ ଦେବତା ମାନେ ଏକାଠି ହୋଇ ବିଶ୍ୱ ପିତା ବ୍ରହ୍ମାଙ୍କ ନିକଟରେ ସେମାନଙ୍କୁ ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି, ତେବେ ବ୍ରହ୍ମା ଦେବତା ମାନଙ୍କୁ କଣ କହିଛନ୍ତି ଏବଂ ଭଗବାନ କେଉଁ କେଉଁ ସମୟରେ ଧରାପୃଷ୍ଠ ରେ ଅବତାର ନିଅନ୍ତି ସେ ବିଷୟରେ ଗାୟିକା ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)