Posts

Showing posts from September, 2021

PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-5 || GAYAK- PRABHAT KUMAR SHRICHANDAN

Image
ଏହି ଭାଗର ସାରାଂଶ:-               ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଶ୍ରୀ ରାମଚନ୍ଦ୍ର ବନବାସରୁ ଫେରିବା ପରେ ପ୍ରଜାମାନେ ମା ସୀତାଙ୍କର ରାମଙ୍କ ସହ ଫେରିବା ନେଇ ଖୁସି ନାହାନ୍ତି ବୋଲି ଜାଣିବାକୁ ପାଇଛନ୍ତି ତେଣୁ ଲକ୍ସମଣଙ୍କୁ ଡାକି ସୀତାଙ୍କୁ ଜଙ୍ଗଲ ମଧ୍ୟରେ ଥିବା ବାଲ୍ମୀକିଙ୍କ ଆଶ୍ରମ ପାଖରେ ଛାଡି ଆସିବାକୁ କହିଛନ୍ତି, ତାପରେ କଣ ହେଉଛି ଆସନ୍ତୁ ଦେଖିବା 

PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-4 || GAYAK- PRABHAT KUMAR SHRICHANDAN

Image
ଏହି ଭାଗର ସାରାଂଶ:-               ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ସଂସାରରେ ପ୍ରତି ମନୁଷ୍ୟ କର୍ମ କାହିଁକି କରିଥାନ୍ତି ଏବଂ ମଣିଷକୁ ନିଜ କର୍ମ ଅନୁସାରେ ହିଁ ଫଳ ପ୍ରାପ୍ତ ହୋଇଥାଏ ବୋଲି କହିଛନ୍ତି, ଆହୁରି ଗାୟକ ବର୍ଷ ରେ କେଉଁ କେଉଁ ଦିନ ମଣିଷ ଉପବାସ ରହିବା ଆବଶ୍ୟକ ଓ କାହିଁକି ସେ ବିଷୟରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-3 || GAYAK- PRABHAT KUMAR SHRICHANDAN

Image
ଏହି ଭାଗର ସାରାଂଶ:-               ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ମହାକାଳ ଦୈତ୍ୟ ପଚାରିଥିବା ପ୍ରଶ୍ନରେ ରାଜା ବିକ୍ରମାଦିତ୍ୟ ଚିନ୍ତିତ ହୋଇ ପଡିଛନ୍ତି ଏବଂ କାଳୀ ଦାସଙ୍କ ପାଖରେ ପହଂଚିଛନ୍ତି, କାଳୀ ଦାସଙ୍କ ଆଗରେ ମହାକାଳ ଦୈତ୍ୟ ସେଇ ଅଦ୍ଭୁତ ଜୀବର ଆକାର ବର୍ଣନା କରିଛି ଏବଂ କହିଛି ହିମାଳୟର ପାଦ ଦେଶରେ ଗୋଟିଏ ଜୀବ ଯାହାର ମୁଣ୍ଡ ବା ମୁଖ ହେଉଛି ଆଠଟି, ଜିଭ ହେଲା ନଟି, ଲାଞ୍ଜ ହେଲା ଦୁଇଟି, ଚଉଦଟି ପାଦ ଏବଂ ବାଇଶିଟି ଆଖି, ତେବେ କାଳିଦାସ ଏହି ପ୍ରଶ୍ନର ଉତର କିପରି ଦେଇଛନ୍ତି ଆସନ୍ତୁ ଦେଖିବା 

PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-2 || GAYAK- PRABHAT KUMAR SHRICHANDAN

Image
ଏହି ଭାଗର ସାରାଂଶ:-               ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ରାଜା ବିକ୍ରମାଦିତ୍ୟଙ୍କ ରାଜା ସଭାରେ ମହାକାଳ ଦୈତ୍ୟ ନାମକ ଏକ ଅସୁର ଆସି ପହଂଚିଛି ଏବଂ ରାଜାଙ୍କୁ ସେ ଦେଖିଥିବା ଏକ ଅଦ୍ଭୁତ ଜୀବ ବିଷୟରେ ପଚାରିଛି, ତେବେ ସେ ଜୀବ କିଏ ଓ ତାର ଆକାର କିପରି ଏହି ଭାଗରେ ଆସନ୍ତୁ ଦେଖିବା 

PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-1 || GAYAK- PRABHAT KUMAR SHRICHANDAN

Image
ଏହି ଭାଗର ସାରାଂଶ:-               ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି

ODIA PALA ODISHI(ପାଲା ଓଡିଶୀ) || GAYAK- BISHWAJIT NAYAK || ODIA PALA COLLECTION

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲା ଓଡିଶୀ ଭାଗଟି ଓଡ଼ିଆ ପାଲା ସତୀ ପଦଚିହ୍ନ ବିଷୟବସ୍ତୁରୁ ସଂଗୃହିତ,ଏହି ପାଲାକୁ ଗାୟକ ପ୍ରାଞ୍ଜଳ ବିଶ୍ବଜିତ  ଓ ସାଥିମାନେ ପରିବେଷଣ କରିଥିଲେ 

ODIA PALA BADYASANCHARA(ଓଡ଼ିଆ ପାଲା ବାଦ୍ୟସଂଚାର) || BAYAK- PRANAYA KUMAR MOHAPATRA

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲା ବାଦ୍ୟ ସଂଚାର ଭାଗଟି ଓଡ଼ିଆ ପାଲା ସତୀ ପଦଚିହ୍ନ ବିଷୟବସ୍ତୁ ରୁ ସଂଗୃହିତ, ଏହି ଭଜନକୁ ଦାଶରଥି ଗୁରୁ ଓ ସାଥିମାନେ ଗାଇଛନ୍ତି, ଏହି ପାଲାକୁ ଗାୟକ ପ୍ରାଞ୍ଜଳ  ନାୟକ ଓ ସାଥିମାନେ ପରିବେଷଣ କରିଥିଲେ 

SATI PADACHINHA- ODIA PALA(ସତୀ ପଦଚିହ୍ନ) || END PART || GAYAK- BISHWAJIT NAYAK

Image
ଏହି ଭାଗର ସାରାଂଶ:-               ଏହି ପାଲାର ବିଷୟବସ୍ତୁ ହେଉଛି ସତୀ ପଦଚିହ୍ନ, ଏହାକୁ ଗାୟକ ପ୍ରାଞ୍ଜଳ ବିଶ୍ଵଜିତ  ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି

SATI PADACHINHA- ODIA PALA(ସତୀ ପଦଚିହ୍ନ) || PART-11 || GAYAK- BISHWAJIT NAYAK

Image
ଏହି ଭାଗର ସାରାଂଶ:-               ଏହି ପାଲାର ବିଷୟବସ୍ତୁ ହେଉଛି ସତୀ ପଦଚିହ୍ନ, ଏହାକୁ ଗାୟକ ପ୍ରାଞ୍ଜଳ ବିଶ୍ଵଜିତ  ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି

SATI PADACHINHA- ODIA PALA(ସତୀ ପଦଚିହ୍ନ) || PART-10 || GAYAK- BISHWAJIT NAYAK

Image
ଏହି ଭାଗର ସାରାଂଶ:-               ଏହି ପାଲାର ବିଷୟବସ୍ତୁ ହେଉଛି ସତୀ ପଦଚିହ୍ନ, ଏହାକୁ ଗାୟକ ପ୍ରାଞ୍ଜଳ ବିଶ୍ଵଜିତ  ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି

SATI PADACHINHA- ODIA PALA(ସତୀ ପଦଚିହ୍ନ) || PART-9 || GAYAK- BISHWAJIT NAYAK

Image
ଏହି ଭାଗର ସାରାଂଶ:-               ଏହି ପାଲାର ବିଷୟବସ୍ତୁ ହେଉଛି ସତୀ ପଦଚିହ୍ନ, ଏହାକୁ ଗାୟକ ପ୍ରାଞ୍ଜଳ ବିଶ୍ଵଜିତ  ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି