PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-4 || GAYAK- PRABHAT KUMAR SHRICHANDAN

ଏହି ଭାଗର ସାରାଂଶ:- 
             ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ସଂସାରରେ ପ୍ରତି ମନୁଷ୍ୟ କର୍ମ କାହିଁକି କରିଥାନ୍ତି ଏବଂ ମଣିଷକୁ ନିଜ କର୍ମ ଅନୁସାରେ ହିଁ ଫଳ ପ୍ରାପ୍ତ ହୋଇଥାଏ ବୋଲି କହିଛନ୍ତି, ଆହୁରି ଗାୟକ ବର୍ଷ ରେ କେଉଁ କେଉଁ ଦିନ ମଣିଷ ଉପବାସ ରହିବା ଆବଶ୍ୟକ ଓ କାହିଁକି ସେ ବିଷୟରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)