Posts

Showing posts from June, 2021

BHAGABAN NKA MAHIMA- LADIES PALA(ଭଗବାନଙ୍କ ମହିମା) || PART-3 || GAYIKA- URMILA SAHOO

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଭଗବାନଙ୍କ ମହିମା, ଏହାକୁ ଗାୟିକା ଉର୍ମିଳା ସାହୁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ମା ଲକ୍ଷ୍ମୀଙ୍କର ଦଶଟି ନାମ କଣ କଣ ସେ ବିଷୟରେ ଆଲୋଚନା କରିଛନ୍ତି, ଏବଂ ଏହି ନାମର ସଂଖ୍ୟା ଦଶରୁ ଅଧିକ କିମ୍ବା କମ କାହିଁକି ନୁହେଁ ସେ ବିଷୟରେ ମଧ୍ୟ କହିଛନ୍ତି, ମା ଲକ୍ଷ୍ମୀ କେଉଁଠି କେଉଁଠି ବାସ କରନ୍ତି ତଥା ବାସସ୍ଥାନ ପାଇଁ କଣ କଣ ଉପଯୁକ୍ତ  ସେ ବିଷୟରେ ମଧ୍ୟ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

BHAGABAN NKA MAHIMA- LADIES PALA(ଭଗବାନଙ୍କ ମହିମା) || PART-2 || GAYIKA- URMILA SAHOO

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଭଗବାନଙ୍କ ମହିମା, ଏହାକୁ ଗାୟିକା ଉର୍ମିଳା ସାହୁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ବିଶ୍ବପିତା ବ୍ରହ୍ମା ଙ୍କର ସୃଷ୍ଟି କିପରି ହେଇଚି ଏବଂ ଏହି ସଂସାରକୁ ମଧ୍ୟ କିଏ ସୃଷ୍ଟି କରିଛନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି, ଆହୁରି ମଧ୍ୟ ଏହି ସଂସାରରେ ପ୍ରକୃତ ପୁରୁଷ କିଏ ସେ ବିଷୟରେ ଗାୟିକା ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

BHAGABAN NKA MAHIMA- LADIES PALA(ଭଗବାନଙ୍କ ମହିମା) || PART-1 || GAYIKA- URMILA SAHOO

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଭଗବାନଙ୍କ ମହିମା, ଏହାକୁ ଗାୟିକା ଉର୍ମିଳା ସାହୁ ଓ ସାଥିମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣ ରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା 

SRIRAMA NKA SETUBANDHA PRATISTHA- ODIA LADIES PALA || END PART || GAYIKA- KUMUDINI NAYAK

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶ୍ରୀରାମ ଙ୍କ ସେତୁବନ୍ଧ ପ୍ରତିଷ୍ଠା, ଏହାକୁ ଗାୟିକା ଆଦର୍ଶ କୁମୁଦିନୀ ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା ଏହି ଭାଗରେ ରାବଣ ପୁରୋହିତ ଭାବରେ ବନ୍ଧ ପ୍ରତିଷ୍ଠା କରିବା ପାଇଁ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ପହଂଚିଛନ୍ତି, କିନ୍ତୁ ସେ ରାମଚନ୍ଦ୍ରଙ୍କୁ ନମସ୍କାର କରିବ କି ନାଇଁ  ଜାଣିପାରୁନି, ରାବଣ ଭାବୁଛି ବର୍ତମାନ ମୁ ହେଉଛି ପୁରୋହିତ ସେ ହେଉଛନ୍ତି ଯଜମାନ, ମୁ ହେଉଛି ବ୍ରାହ୍ମଣ ଆଉ ସେ ହେଉଛନ୍ତି କ୍ଷତ୍ରିୟ , ଏହି ସମୟରେ ବିଭୀଷଣ ଆସି ପହଂଚିଛି ଏବଂ ରାବଣକୁ ନମସ୍କାର କରିଛି ତାପରେ କଣ ହେଉଛି ଶେଷ ଭାଗରେ ଆସନ୍ତୁ ଦେଖିବା 

SRIRAMA NKA SETUBANDHA PRATISTHA- ODIA LADIES PALA || PART-4 || GAYIKA- KUMUDINI NAYAK

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶ୍ରୀରାମ ଙ୍କ ସେତୁବନ୍ଧ ପ୍ରତିଷ୍ଠା, ଏହାକୁ ଗାୟିକା ଆଦର୍ଶ କୁମୁଦିନୀ ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା ଏହି ଭାଗରେ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ର ପ୍ରତିଷ୍ଠା ପାଇଁ ରାବଣ ପାଖକୁ ପତ୍ର ଲେଖିଛନ୍ତି ଏବଂ ସେହି ପତ୍ରକୁ ଦେବର୍ଷି ନାରଦ ରାବଣ ପାଖରେ ପହଂଚାଇଛନ୍ତି, ପତ୍ର ଦେଖିବା ପରେ ରାବଣ ବଡ ଦ୍ବିଧାରେ ପଡିଯାଇଛି ତେବେ ରାବଣ କିପରି ଶ୍ରୀରାମଚନ୍ଦ୍ର ଙ୍କ ପାଖରେ ପହଂଚିଛି ଏବଂ ସେତୁବନ୍ଧର ପ୍ରତିଷ୍ଠା ହୋଇଛି କି ନାହିଁ ଏହି ଭାଗରେ ଆସନ୍ତୁ ଦେଖିବା 

SRIRAMA NKA SETUBANDHA PRATISTHA- ODIA LADIES PALA || PART-3 || GAYIKA- KUMUDINI NAYAK

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶ୍ରୀରାମ ଙ୍କ ସେତୁବନ୍ଧ ପ୍ରତିଷ୍ଠା, ଏହାକୁ ଗାୟିକା ଆଦର୍ଶ କୁମୁଦିନୀ ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା ଏହି ଭାଗରେ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ପ୍ରତିଷ୍ଠା କିଏ କରିବ ସେ ବିଷୟରେ ଚିନ୍ତା କରିଛନ୍ତି, ହନୁମାନ କୁଳଗୁରୁ ବଶିଷ୍ଠ ଙ୍କ ପାଖକୁ ଯାଇ ନିବେଦନ କରିଛନ୍ତି, କିନ୍ତୁ ବଶିଷ୍ଠ ବନ୍ଧା ପ୍ରତିଷ୍ଠା କରିପାରିବେ ନାହିଁ ବୋଲି କହିଛନ୍ତି, ଏହା ଶୁଣିବା ପରେ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ପ୍ରତିଷ୍ଠା ପାଇଁ ପତ୍ର ଲେଖିଛନ୍ତି, ତେବେ କଣ ଲେଖିଛନ୍ତି ଏବଂ କାହା ପାଖକୁ ପତ୍ର ଲେଖିଛନ୍ତି ସେ ବିଷୟରେ ଗାୟିକା ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା  

SRIRAMA NKA SETUBANDHA PRATISTHA- ODIA LADIES PALA || PART-2 || GAYIKA- KUMUDINI NAYAK

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶ୍ରୀରାମ ଙ୍କ ସେତୁବନ୍ଧ ପ୍ରତିଷ୍ଠା, ଏହାକୁ ଗାୟିକା ଆଦର୍ଶ କୁମୁଦିନୀ ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା

ଶ୍ରୀରାମ ଙ୍କ ସେତୁବନ୍ଧ ପ୍ରତିଷ୍ଠା-ଓଡ଼ିଆ ପାଲା||ଭାଗ-୧||ଗାୟିକା ଆଦର୍ଶ କୁମୁଦିନୀ ନାୟକ

Image
ଏହି ଭାଗର ସାରାଂଶ:-  ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶ୍ରୀରାମ ଙ୍କ ସେତୁବନ୍ଧ ପ୍ରତିଷ୍ଠା, ଏହାକୁ ଗାୟିକା ଆଦର୍ଶ କୁମୁଦିନୀ ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା

ODIA PALA ODISHI AND BHAJAN(ପାଲା ଓଡିଶୀ ଓ ଭଜନ) || VOICE- BIKRAM SUTAR

Image
ଏହି ଭାଗର ସାରାଂଶ:-  ଏହି ପାଲା ଓଡିଶୀ ଓ ଭଜନଟି ହେଉଛି କହିବୁ ଦୁତି ଚିତ ଚୋରଙ୍କୁ ଏତେକ ଓ ଭଜରେ ଭଜରେ ଶ୍ରୀନାରାୟଣ, ଏହାକୁ ବିକ୍ରମ ସୁତାର ଗାଇଛନ୍ତି, ଏହି ପାଲା ଓଡିଶୀ ଓ ଭଜନଟି ଓଡ଼ିଆ ପାଲା ନାଗଜ୍ୟୋତି ବିଷୟବସ୍ତୁରୁ ସଂଗୃହିତ, ଏହି ପାଲାକୁ ଗାୟିକା ବାଣୀପ୍ରିୟା ପ୍ରତିଭାମୟୀ ସ୍ଵର୍ଣ୍ଣପ୍ରଭା ଦାସ ଓ ସାଥିମାନେ ପରିବେଷଣ କରିଛନ୍ତି  

NAGAJYOTI- LADIES PALA(ନାଗଜ୍ୟୋତି) || END PART || GAYIKA- SWARNAPRABHA DAS

Image
ଏହି ଭାଗର ସାରାଂଶ:-  ଏହି ପାଲାର ବିଷୟବସ୍ତୁ ହେଉଛି ନାଗଜ୍ୟୋତି, ଏହି ପାଲା କୁ ଗାୟିକା ବାଣୀପ୍ରିୟା ପ୍ରତିଭାମୟୀ ସ୍ଵର୍ଣ୍ଣପ୍ରଭା ଦାସ ଓ ସାଥିମାନେ ପରିବେଷଣ କରିଛନ୍ତି 

NAGAJYOTI- LADIES PALA(ନାଗଜ୍ୟୋତି) || PART-9 || GAYIKA- SWARNAPRABHA DAS

Image
ଏହି ଭାଗର ସାରାଂଶ:-  ଏହି ପାଲାର ବିଷୟବସ୍ତୁ ହେଉଛି ନାଗଜ୍ୟୋତି, ଏହି ପାଲା କୁ ଗାୟିକା ବାଣୀପ୍ରିୟା ପ୍ରତିଭାମୟୀ ସ୍ଵର୍ଣ୍ଣପ୍ରଭା ଦାସ ଓ ସାଥିମାନେ ପରିବେଷଣ କରିଛନ୍ତି 

ODIA PALA COMEDY(ଓଡ଼ିଆ ପାଲା କମେଡି) || GAYIKA- SWARNAPRABHA DAS || MAMATA ENTERTAINMENT

Image
ଏହି ଭାଗର ସାରାଂଶ:-  ଏହି ପାଲା କମେଡି ଭାଗଟି ଓଡ଼ିଆ ପାଲା ନାଗଜ୍ୟୋତି ବିଷୟବସ୍ତୁରୁ ସଂଗୃହିତ, ଏହି ପାଲାକୁ ଗାୟିକା ସ୍ଵର୍ଣ୍ଣପ୍ରଭା ଦାସ ଓ ସାଥିମାନେ ପରିବେଷଣ କରିଥିଲେ