BHAGABAN NKA MAHIMA- LADIES PALA(ଭଗବାନଙ୍କ ମହିମା) || PART-3 || GAYIKA- URMILA SAHOO

ଏହି ଭାଗର ସାରାଂଶ:- 
ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଭଗବାନଙ୍କ ମହିମା, ଏହାକୁ ଗାୟିକା ଉର୍ମିଳା ସାହୁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ମା ଲକ୍ଷ୍ମୀଙ୍କର ଦଶଟି ନାମ କଣ କଣ ସେ ବିଷୟରେ ଆଲୋଚନା କରିଛନ୍ତି, ଏବଂ ଏହି ନାମର ସଂଖ୍ୟା ଦଶରୁ ଅଧିକ କିମ୍ବା କମ କାହିଁକି ନୁହେଁ ସେ ବିଷୟରେ ମଧ୍ୟ କହିଛନ୍ତି, ମା ଲକ୍ଷ୍ମୀ କେଉଁଠି କେଉଁଠି ବାସ କରନ୍ତି ତଥା ବାସସ୍ଥାନ ପାଇଁ କଣ କଣ ଉପଯୁକ୍ତ  ସେ ବିଷୟରେ ମଧ୍ୟ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)