SRIRAMA NKA SETUBANDHA PRATISTHA- ODIA LADIES PALA || PART-3 || GAYIKA- KUMUDINI NAYAK

ଏହି ଭାଗର ସାରାଂଶ:- 
ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶ୍ରୀରାମ ଙ୍କ ସେତୁବନ୍ଧ ପ୍ରତିଷ୍ଠା, ଏହାକୁ ଗାୟିକା ଆଦର୍ଶ କୁମୁଦିନୀ ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା ଏହି ଭାଗରେ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ପ୍ରତିଷ୍ଠା କିଏ କରିବ ସେ ବିଷୟରେ ଚିନ୍ତା କରିଛନ୍ତି, ହନୁମାନ କୁଳଗୁରୁ ବଶିଷ୍ଠ ଙ୍କ ପାଖକୁ ଯାଇ ନିବେଦନ କରିଛନ୍ତି, କିନ୍ତୁ ବଶିଷ୍ଠ ବନ୍ଧା ପ୍ରତିଷ୍ଠା କରିପାରିବେ ନାହିଁ ବୋଲି କହିଛନ୍ତି, ଏହା ଶୁଣିବା ପରେ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ପ୍ରତିଷ୍ଠା ପାଇଁ ପତ୍ର ଲେଖିଛନ୍ତି, ତେବେ କଣ ଲେଖିଛନ୍ତି ଏବଂ କାହା ପାଖକୁ ପତ୍ର ଲେଖିଛନ୍ତି ସେ ବିଷୟରେ ଗାୟିକା ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା  

Comments

Popular posts from this blog

SHIBA DHANU BHAGNA- ODIA PALA(ଶିବଧନୁ ଭଗ୍ନ) || PART-1 || GAYAK- KAILASH CHANDRA ROUT