BHAGABAN NKA MAHIMA- LADIES PALA(ଭଗବାନଙ୍କ ମହିମା) || PART-2 || GAYIKA- URMILA SAHOO

ଏହି ଭାଗର ସାରାଂଶ:- 
ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଭଗବାନଙ୍କ ମହିମା, ଏହାକୁ ଗାୟିକା ଉର୍ମିଳା ସାହୁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟିକା ବିଶ୍ବପିତା ବ୍ରହ୍ମା ଙ୍କର ସୃଷ୍ଟି କିପରି ହେଇଚି ଏବଂ ଏହି ସଂସାରକୁ ମଧ୍ୟ କିଏ ସୃଷ୍ଟି କରିଛନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି, ଆହୁରି ମଧ୍ୟ ଏହି ସଂସାରରେ ପ୍ରକୃତ ପୁରୁଷ କିଏ ସେ ବିଷୟରେ ଗାୟିକା ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)