SRIRAMA NKA SETUBANDHA PRATISTHA- ODIA LADIES PALA || PART-4 || GAYIKA- KUMUDINI NAYAK

ଏହି ଭାଗର ସାରାଂଶ:- 
ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶ୍ରୀରାମ ଙ୍କ ସେତୁବନ୍ଧ ପ୍ରତିଷ୍ଠା, ଏହାକୁ ଗାୟିକା ଆଦର୍ଶ କୁମୁଦିନୀ ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା ଏହି ଭାଗରେ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ର ପ୍ରତିଷ୍ଠା ପାଇଁ ରାବଣ ପାଖକୁ ପତ୍ର ଲେଖିଛନ୍ତି ଏବଂ ସେହି ପତ୍ରକୁ ଦେବର୍ଷି ନାରଦ ରାବଣ ପାଖରେ ପହଂଚାଇଛନ୍ତି, ପତ୍ର ଦେଖିବା ପରେ ରାବଣ ବଡ ଦ୍ବିଧାରେ ପଡିଯାଇଛି ତେବେ ରାବଣ କିପରି ଶ୍ରୀରାମଚନ୍ଦ୍ର ଙ୍କ ପାଖରେ ପହଂଚିଛି ଏବଂ ସେତୁବନ୍ଧର ପ୍ରତିଷ୍ଠା ହୋଇଛି କି ନାହିଁ ଏହି ଭାଗରେ ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)