SRIRAMA NKA SETUBANDHA PRATISTHA- ODIA LADIES PALA || END PART || GAYIKA- KUMUDINI NAYAK

ଏହି ଭାଗର ସାରାଂଶ:- 
ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଶ୍ରୀରାମ ଙ୍କ ସେତୁବନ୍ଧ ପ୍ରତିଷ୍ଠା, ଏହାକୁ ଗାୟିକା ଆଦର୍ଶ କୁମୁଦିନୀ ନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା ଏହି ଭାଗରେ ରାବଣ ପୁରୋହିତ ଭାବରେ ବନ୍ଧ ପ୍ରତିଷ୍ଠା କରିବା ପାଇଁ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ପହଂଚିଛନ୍ତି, କିନ୍ତୁ ସେ ରାମଚନ୍ଦ୍ରଙ୍କୁ ନମସ୍କାର କରିବ କି ନାଇଁ  ଜାଣିପାରୁନି, ରାବଣ ଭାବୁଛି ବର୍ତମାନ ମୁ ହେଉଛି ପୁରୋହିତ ସେ ହେଉଛନ୍ତି ଯଜମାନ, ମୁ ହେଉଛି ବ୍ରାହ୍ମଣ ଆଉ ସେ ହେଉଛନ୍ତି କ୍ଷତ୍ରିୟ , ଏହି ସମୟରେ ବିଭୀଷଣ ଆସି ପହଂଚିଛି ଏବଂ ରାବଣକୁ ନମସ୍କାର କରିଛି ତାପରେ କଣ ହେଉଛି ଶେଷ ଭାଗରେ ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)