PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-3 || GAYAK- PRABHAT KUMAR SHRICHANDAN

ଏହି ଭାଗର ସାରାଂଶ:- 
             ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ମହାକାଳ ଦୈତ୍ୟ ପଚାରିଥିବା ପ୍ରଶ୍ନରେ ରାଜା ବିକ୍ରମାଦିତ୍ୟ ଚିନ୍ତିତ ହୋଇ ପଡିଛନ୍ତି ଏବଂ କାଳୀ ଦାସଙ୍କ ପାଖରେ ପହଂଚିଛନ୍ତି, କାଳୀ ଦାସଙ୍କ ଆଗରେ ମହାକାଳ ଦୈତ୍ୟ ସେଇ ଅଦ୍ଭୁତ ଜୀବର ଆକାର ବର୍ଣନା କରିଛି ଏବଂ କହିଛି ହିମାଳୟର ପାଦ ଦେଶରେ ଗୋଟିଏ ଜୀବ ଯାହାର ମୁଣ୍ଡ ବା ମୁଖ ହେଉଛି ଆଠଟି, ଜିଭ ହେଲା ନଟି, ଲାଞ୍ଜ ହେଲା ଦୁଇଟି, ଚଉଦଟି ପାଦ ଏବଂ ବାଇଶିଟି ଆଖି, ତେବେ କାଳିଦାସ ଏହି ପ୍ରଶ୍ନର ଉତର କିପରି ଦେଇଛନ୍ତି ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)