PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-5 || GAYAK- PRABHAT KUMAR SHRICHANDAN

ଏହି ଭାଗର ସାରାଂଶ:- 
             ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଶ୍ରୀ ରାମଚନ୍ଦ୍ର ବନବାସରୁ ଫେରିବା ପରେ ପ୍ରଜାମାନେ ମା ସୀତାଙ୍କର ରାମଙ୍କ ସହ ଫେରିବା ନେଇ ଖୁସି ନାହାନ୍ତି ବୋଲି ଜାଣିବାକୁ ପାଇଛନ୍ତି ତେଣୁ ଲକ୍ସମଣଙ୍କୁ ଡାକି ସୀତାଙ୍କୁ ଜଙ୍ଗଲ ମଧ୍ୟରେ ଥିବା ବାଲ୍ମୀକିଙ୍କ ଆଶ୍ରମ ପାଖରେ ଛାଡି ଆସିବାକୁ କହିଛନ୍ତି, ତାପରେ କଣ ହେଉଛି ଆସନ୍ତୁ ଦେଖିବା 

Comments

Popular posts from this blog

SHIBA DHANU BHAGNA- ODIA PALA(ଶିବଧନୁ ଭଗ୍ନ) || PART-1 || GAYAK- KAILASH CHANDRA ROUT