PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-2 || GAYAK- PRABHAT KUMAR SHRICHANDAN

ଏହି ଭାଗର ସାରାଂଶ:- 
             ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ରାଜା ବିକ୍ରମାଦିତ୍ୟଙ୍କ ରାଜା ସଭାରେ ମହାକାଳ ଦୈତ୍ୟ ନାମକ ଏକ ଅସୁର ଆସି ପହଂଚିଛି ଏବଂ ରାଜାଙ୍କୁ ସେ ଦେଖିଥିବା ଏକ ଅଦ୍ଭୁତ ଜୀବ ବିଷୟରେ ପଚାରିଛି, ତେବେ ସେ ଜୀବ କିଏ ଓ ତାର ଆକାର କିପରି ଏହି ଭାଗରେ ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)