NAGANANDA- ODIA PALA(ନାଗାନନ୍ଦ) || PART-3 || GAYAK- BIJAY KUMAR PATTNAYAK
ଏହି ଭାଗର ସାରାଂଶ:-
ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ନାଗାନନ୍ଦ, ଏହାକୁ ଗାୟକ ବିଜୟ କୁମାର ପଟନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ମଣିଷର ବୃଦ୍ଧ ଅବସ୍ଥା ଆସିଗଲେ କେଉଁ କେଉଁ ଲକ୍ଷଣ ପ୍ରକାଶ ପାଏ ସେ ବିଷୟରେ ଆଲୋଚନା କରିଛନ୍ତି,
Comments
Post a Comment