BHAGABAN NKA MAHIMA- LADIES PALA(ଭଗବାନଙ୍କ ମହିମା) || END PART || GAYIKA- URMILA SAHOO

ଏହି ଭାଗର ସାରାଂଶ:- 
ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ଭଗବାନଙ୍କ ମହିମା, ଏହାକୁ ଗାୟିକା ଉର୍ମିଳା ସାହୁ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଦେବତା ମାନେ ବିଶ୍ବପିତା ବ୍ରହ୍ମା ଙ୍କ କଥା ଅନୁଯାୟୀ କଂସର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଭଗଵାନଙ୍କୁ ସ୍ମରଣ କରିଛନ୍ତି ଏବଂ ଭଗଵାନ ଧର୍ମ ର ରକ୍ଷା କରିବା ପାଇଁ ସ୍ୱୟଂ ଧରାପୃଷ୍ଠରେ ଅବତାର ଗ୍ରହଣ କରିଛନ୍ତି କାରଣ ସେ ହେଉଛନ୍ତି ଏହି ବିଶ୍ୱର ରକ୍ଷା କର୍ତା ଏବଂ ସେ ଅଧର୍ମର ବିନାଶ ପାଇଁ ଯୁଗେ ଯୁଗେ ଏହି ଧରାପୃଷ୍ଠରେ ଅବତାର ଗ୍ରହଣ କରିଥାନ୍ତି 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)