NAGANANDA- ODIA PALA(ନାଗାନନ୍ଦ) || PART-2 || GAYAK- BIJAY KUMAR PATTNAYAK

ଏହି ଭାଗର ସାରାଂଶ:- 
ଏହି ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ନାଗାନନ୍ଦ, ଏହାକୁ ଗାୟକ ବିଜୟ କୁମାର ପଟନାୟକ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ସଂସାରକୁ ଗୋଟିଏ ଗଛ ସହିତ ତୁଳନା କରିଛନ୍ତି ଏବଂ କହିଛନ୍ତି ସଂସାର ହେଉଛି ଗୋଟିଏ ଗଛ, ଗଛର ଅଗ୍ରଭାଗରେ ଗୋଟିଏ ପତ୍ର ତା ପାଖକୁ ଦୁଇଟି ପତ୍ର ଏବଂ ଗଛର ମୂଳରେ ତିନି ପୁର ତଥା ସ୍ୱର୍ଗ ମର୍ତ୍ୟ ପାତାଳ ର ଲୋକମାନେ ବାସ କରୁଛନ୍ତି, ତେବେ ଗଛର ଅଗ୍ରଭାଗରେ ଥିବା ପତ୍ର କିଏ ଏବଂ ତାପାଖକୁ ଥିବା ଦୁଇଟି ପତ୍ର କଣ କଣ ସେ ବିଷୟରେ ଗାୟକ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା  

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)