BHAKTARA BHAGABAN- LADIES PALA(ଭକ୍ତର ଭଗବାନ) || PART-3 || GAYIKA- SAKUNTALA BEHERA

ଏହି ପାଲା ର ବିଷୟବସ୍ତୁ ହେଉଛି ଭକ୍ତର ଭଗବାନ, ଏହାକୁ ଗାୟିକା ଭାଷାରତ୍ନ ଶକୁନ୍ତଳା ବେହେରା ଓ ସାଥିମାନେ    ପରିବେଷଣ କରିଛନ୍ତି, ଏହି ଭାଗରେ ପାଲାର ବିଷୟବସ୍ତୁକୁ ଆରମ୍ଭ କରିବାକୁ ଯାଇ ଗାୟିକା କହିଛନ୍ତି ଭକ୍ତକୁ ବିପଦରୁ ଉଦ୍ଧାର କରିବା ପାଇଁ ଭଗବାନ ଯୁଗେଯୁଗେ ଧରାବତରଣ କରନ୍ତି ଏବଂ ଏହି ସଂସାରରେ କଣ କଲେ ଜୀବ ମୁକ୍ତି ଲାଭ କରିଥାଏ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ତେବେ ଭଗବାନ କାହିଁକି ଧରାବତରଣ କରନ୍ତି ଏବଂ କେତେବେଳେ ନିଜ ଭକ୍ତକୁ ଉଦ୍ଧାର କରିଥାନ୍ତି ଆସନ୍ତୁ ଦେଖିବା     

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)