ମାନପତ୍ର ବିତରଣ କାର୍ଯ୍ୟକ୍ରମ ||ବାଦୀପାଲା ମଂଚ- ଘଡିମୁଳ ଶାସନ|| GAYIKA- NAMITA DASH

ଏହି ବାଦୀପାଲା ଅଷ୍ଟମ ବାର୍ଷିକ କାର୍ଯ୍ୟକ୍ରମ ରେ ଗାୟିକା ଶାସ୍ତ୍ରପ୍ରବୀଣା ନମିତା ଦାଶ ଏବଂ ସୁରତରଙ୍ଗିଣୀ ସସ୍ମିତା ରାଉତ ଭାଗ ନେଇଥିଲେ ଏବଂ ସର୍ବ ଶେଷରେ ଗାୟିକା ଶାସ୍ତ୍ରପ୍ରବୀଣା ନମିତା ଦାସ ଙ୍କୁ ଏବଂ ସୁରତରଙ୍ଗିଣୀ ସସ୍ମିତା ରାଉତ ଙ୍କ ସମେତ ଅନ୍ୟ କଳାକାର ମାନଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା 
                    ଏହି କାର୍ଯକ୍ରମରେ ୭୫ ବର୍ଷୀୟ ଗାୟକ ରତ୍ନ ପାଇଥିବା ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ବାୟକ କୈଳାଶ ଚନ୍ଦ୍ର ମିଶ୍ର (ମାହିଆ ଭାଇନା } ଙ୍କୁ ମଧ୍ୟ  ମାନପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)