MAHABHARATARE BHALA MANISA- ODIA PALA || PART-8 || GAYAK- SARAT KUMAR DALEI

ଏହି ପାଲା ର ବିଷୟବସ୍ତୁ ହେଉଛି ମହାଭାରତରେ ଭଲ ମଣିଷ, ଏହାକୁ ଗାୟକ ଜ୍ଞାନଜ୍ୟୋତି  ଶରତ କୁମାର ଦଳେଇ ପରିବେଷଣ କରିଛନ୍ତି, ପିପଳ ଗଛର ଡାଳରେ ଶାଗୁଣା ଶାଗୁଣୀ ଅପେକ୍ଷା କରିଛନ୍ତି ମହାଭାରତ ଯୁଦ୍ଧ ପାଇଁ, ମହାଭାରତ ଯୁଦ୍ଧର କର୍ଣ୍ଣଧାର ହେଉଛନ୍ତି ଶ୍ରୀକୃଷ୍ନ, ଏପଟେ କୌରବ ମାନେ ଭୀମଙ୍କୁ ବିଷଲଡୁ ଦେଇ ଜାହ୍ନବୀ ରେ ଭସେଇଦେଇଛନ୍ତି, ଶ୍ରୀକୃଷ୍ଣ ଚିନ୍ତା କରିଛନ୍ତି ଭୀମଙ୍କ ଅନୁପସ୍ଥିଥିରେ ମହାଭାରତ ଯୁଦ୍ଧ ଅସମ୍ଭବ, ତାପରେ ଶ୍ରୀକୃଷ୍ଣ କଣ କରିଛନ୍ତି ଆସନ୍ତୁ ଦେଖିବା  

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)