SHRIRAMA NKA KARMAPHALA- PALA(MAHABHARATARE BHALA MANIASA) || PART-6 || GAYAK- SARAT KUMAR DALEI

ଏହି ପାଲା ର ବିଷୟବସ୍ତୁ ହେଉଛି ମହାଭାରତରେ ଭଲ ମଣିଷ, ଏହାକୁ ଗାୟକ ଜ୍ଞାନଜ୍ୟୋତି  ଶରତ କୁମାର ଦଳେଇ ପରିବେଷଣ କରିଛନ୍ତି, ଏହି ଭାଗରେ ବାଳୀର ଅପରାଧ ପାଇଁ ତାକୁ ବଧ କରିବାବେଳେ ପ୍ରଭୁ ଶ୍ରୀରାମ ବାଳୀକୁ କହିଛନ୍ତି ତୁମକୁ ମାରିବାର ମୁଁ ଏ ଯେଉଁ କର୍ମ କରିଛି ତାର ଫଳ ଦ୍ୱାପର ଯୁଗରେ ଭୋଗ କରିବି, ତେବେ ଦ୍ୱାପର ଯୁଗରେ କଣ ହୋଇଛି, କିପରି ପ୍ରଭୁ ଶ୍ରୀରାମ ତାଙ୍କର କର୍ମଫଳ ଭୋଗ କରିବେ, ତାହାକୁ ଗାୟକ ଅତି ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା  

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)