ABHIMANYU BADHA- PALA- MAHABHARATARE BHALA MANISA || PART-11 || GAYAK- SARAT KUMAR DALEI

ଏହି ପାଲା ର ବିଷୟବସ୍ତୁ ହେଉଛି ମହାଭାରତରେ ଭଲ ମଣିଷ, ଏହାକୁ ଗାୟକ ଜ୍ଞାନଜ୍ୟୋତି  ଶରତ କୁମାର ଦଳେଇ ପରିବେଷଣ କରିଛନ୍ତି, ଗୁରୁ ଦ୍ରୋଣାଚାଯ୍ୟ ଙ୍କ ଚକ୍ରବ୍ୟୁହକୁ ଭେଦ କରିବାର ସାମର୍ଥ୍ୟ କେବଳ ଅର୍ଜୁନ ଙ୍କର ଅଛି କିନ୍ତୁ ସେ ନଥିବାରୁ ତାଙ୍କ ପୁତ୍ର ଅଭିମନ୍ୟୁ ଚକ୍ରବ୍ୟୁହ ଭେଦ କରିବାକୁ ଯୁଦ୍ଧକ୍ଷେତ୍ରକୁ ଯାଇଛି, ଅଭିମନ୍ୟୁ କହିଛି ଯେ ମାଙ୍କ ଗର୍ଭରେ ଥିବା ସମୟରେ ସେ ଚକ୍ରବ୍ୟୁହ ଭେଦ କଥା ପିତାଙ୍କ ଠାରୁ ଶୁଣିଛନ୍ତି କିନ୍ତୁ ଏକଥା କେତେଦୂର ଯୁକ୍ତିଯୁକ୍ତ ସେ ବିଷୟରେ ଗାୟକ ଏହି ଭାଗରେ ଆଲୋଚନା କରିଛନ୍ତି, ଅଭିମନ୍ୟୁ ଚକ୍ରବ୍ୟୁହ ଭେଦ କରିବା କଥା ଶୁଣିଛନ୍ତି କିନ୍ତୁ ଫେରିବାର ବାଟ ଜାଣିନାହାନ୍ତି, ତାପରେ କଣ ହୋଇଛି ଆସନ୍ତୁ ଦେଖିବା  

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)