MAHABHARATARE BHALA MANISA- ODIA PALA || PART-10 || GAYAK- SARAT KUMAR DALEI
ଏହି ପାଲା ର ବିଷୟବସ୍ତୁ ହେଉଛି ମହାଭାରତରେ ଭଲ ମଣିଷ, ଏହାକୁ ଗାୟକ ଜ୍ଞାନଜ୍ୟୋତି ଶରତ କୁମାର ଦଳେଇ ପରିବେଷଣ କରିଛନ୍ତି, ଏହି ଭାଗରେ ଦଶଦିନ ଯୁଦ୍ଧ କଲା ପରେ ସେନାପତି ଭୀଷ୍ମଙ୍କୁ ଦେଖି ଶ୍ରୀକୃଷ୍ଣ ଚିନ୍ତା କରିଛନ୍ତି ଭୀଷ୍ମଙ୍କୁ ଯୁଦ୍ଧରୁ ବିରତି ନଦେଲେ ସେ ପାଣ୍ଡବ ମାନଙ୍କୁ ଅପାଣ୍ଡବ କରିଦେବେ, ସେଥିପାଇଁ ସେ ଚକ୍ରାନ୍ତ କରି ଶ୍ରୀଖଣ୍ଡୀକୁ ଅର୍ଜୁନ ଙ୍କର ରଥ ଉପରକୁ ଆଣିଛନ୍ତି, ଶ୍ରୀଖଣ୍ଡୀକୁ ରଥ ଉପରେ ଦେଖି ଭୀଷ୍ମ ଶର ତ୍ୟାଗ କରିଛନ୍ତି ଏବଂ ଭୀଷ୍ମ ସରଶଯ୍ୟା ହୋଇଯାଇଛନ୍ତି, ତାପରେ ସେନାପତିର ଭାର ସମ୍ଭାଳିଛନ୍ତି ଗୁରୁ ଦ୍ରୋଣାଚାଯ୍ୟ, ସେ କିପରି ଯୁଦ୍ଧକୁ ଆଗକୁ ନେଉଛନ୍ତି ତାହାକୁ ଗାୟକ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା
Comments
Post a Comment