MAHABHARATARE BHALA MANISA- ODIA PALA || PART-12 || GAYAK- SARAT KUMAR DALEI

ଏହି ପାଲା ର ବିଷୟବସ୍ତୁ ହେଉଛି ମହାଭାରତରେ ଭଲ ମଣିଷ, ଏହାକୁ ଗାୟକ ଜ୍ଞାନଜ୍ୟୋତି  ଶରତ କୁମାର ଦଳେଇ ପରିବେଷଣ କରିଛନ୍ତି, ଏହି ଭାଗରେ ମହାଭାରତ ଯୁଦ୍ଧର ତେର ଦିନରେ ଅଭିମନ୍ୟୁ ବଧ ହେଲା, ପିପ୍ପଳ ଗଛର ଡାଳରେ ଶାଗୁଣା ଏହା ଦେଖି ଭାବିଲା ଅଭିମନ୍ୟୁ ର ମାଂସ ଆଣିଲେ ଶାଗୁଣୀ ଖାଇବ କିନ୍ତୁ ଶାଗୁଣୀ ଅଭିମନ୍ୟୁ କୁ କାପୁରୁଷ ବୋଲି କହି ତାର ମାଂସ ଖାଇବାକୁ ମନା କଲା, ତେବେ ଶାଗୁଣୀ ଅଭିମନ୍ୟୁକୁ  କାହିଁକି କାପୁରୁଷ ବୋଲି କହିଛି ସେ ବିଷୟରେ ଗାୟକ ଆଲୋଚନା କରିଛନ୍ତି, ଏହା ପରେ ଗୁରୁ ଦ୍ରୋଣାଚାଯ୍ୟଙ୍କୁ ଯୁଦ୍ଧରୁ ବିରତି ଦେବା ପାଇଁ ଶ୍ରୀକୃଷ୍ଣ କିପରି ଯୋଜନା କରିଛନ୍ତି ଆସନ୍ତୁ ଦେଖିବା    

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)