MAHABHARATARE BHALA MANISA- ODIA PALA || PART-13 || GAYAK- SARAT KUMAR DALEI

ଏହି ପାଲା ର ବିଷୟବସ୍ତୁ ହେଉଛି ମହାଭାରତରେ ଭଲ ମଣିଷ, ଏହାକୁ ଗାୟକ ଜ୍ଞାନଜ୍ୟୋତି ଶରତ କୁମାର ଦଳେଇ ପରିବେଷଣ କରିଛନ୍ତି, ଏହି ଭାଗରେ ଭଗବାନ ଶ୍ରୀକୃଷ୍ଣ ଅଶ୍ୱଥାମା ହତ ବୋଲି ମିଥ୍ୟା ପ୍ରଚାର କରିବା ପରେ ଗୁରୁ ଦ୍ରୋଣାଚାଯ୍ୟ ଯୁଧିଷ୍ଠିର ଙ୍କ ମୁଖରୁ ଏପରି କଥା ଶୁଣି ଶରତ୍ୟାଗ କରିଛନ୍ତି ଓ ମୃତ୍ୟୁବରଣ କରିଛନ୍ତି, ଏପଟେ ପିପ୍ପଳ ଗଛର ଡାଳରେ ଶାଗୁଣା ଶାଗୁଣୀକୁ ଦ୍ରୋଣାଚାଯ୍ୟ ଭଲ ମଣିଷ ବୋଲି କହିବାରୁ ଶାଗୁଣୀ ତାର ଉତ୍ତରରେ ଦ୍ରୋଣାଚାଯ୍ୟ ଙ୍କୁ ମହାପାପୀ ବୋଲି କହିଛି, ତେବେ ଦ୍ରୋଣାଚାଯ୍ୟ କାହିଁକି ମହାପାପୀ ଓ ଦ୍ରୋଣାଚାଯ୍ୟ ଙ୍କ ପରେ ଯୁଦ୍ଧରେ ସେନାପତିର ଦାୟିତ୍ୱ କିଏ ବହନ କରୁଛି ଏବଂ ଯୁଦ୍ଧକ୍ଷେତ୍ର ରେ କଣ ହେଉଛି ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)