MAHABHARATARE BHALA MANISA-ODIA PALA || END PART || GAYAK- SARAT KUMAR DALEI

ଏହି ପାଲା ର ବିଷୟବସ୍ତୁ ହେଉଛି ମହାଭାରତରେ ଭଲ ମଣିଷ, ଏହାକୁ ଗାୟକ ଜ୍ଞାନଜ୍ୟୋତି ଶରତ କୁମାର ଦଳେଇ ପରିବେଷଣ କରିଛନ୍ତି,ଏହି ଭାଗରେ ଗୁରୁ ଦ୍ରୋଣାଚାଯ୍ୟଙ୍କ ମୃତ୍ୟୁ ପରେ କର୍ଣ୍ଣ ଯୁଦ୍ଧର ସେନାପତି ଦାୟିତ୍ୱ ଗ୍ରହଣ କରିଛନ୍ତି, କର୍ଣ୍ଣ ଙ୍କ ଯୁଦ୍ଧ ଦେଖି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି, ତେବେ କର୍ଣ୍ଣ ଆଉ ଅର୍ଜୁନଙ୍କ ଯୁଦ୍ଧରେ କିଏ ବିଜୟୀ ହେଉଛି ଏବଂ ଶେଷରେ ମହାଭାରତ ଯୁଦ୍ଧରେ ଭଲ ମଣିଷ କିଏ ଗାୟକ ଏହିଭାଗରେ ଆଲୋଚନା କରିଛନ୍ତି ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)