NAGAJYOTI- LADIES PALA(ନାଗଜ୍ୟୋତି) || PART-4 || GAYIKA- SWARNAPRABHA DAS

ଏହି ଭାଗର ସାରାଂଶ:- 
ଏହି ପାଲାର ବିଷୟବସ୍ତୁ ହେଉଛି ନାଗଜ୍ୟୋତି, ଏହି ପାଲା କୁ ଗାୟିକା ବାଣୀପ୍ରିୟା ପ୍ରତିଭାମୟୀ ସ୍ଵର୍ଣ୍ଣପ୍ରଭା ଦାସ ଓ ସାଥିମାନେ ପରିବେଷଣ କରିଛନ୍ତି, ପାଲାର ମଙ୍ଗଳାଚରଣରୁ ବିଷୟଟି ଆରମ୍ଭ କରିଛନ୍ତି ଆସନ୍ତୁ ଦେଖିବା, ଏହି ଭାଗରେ ଗାୟିକା ସଂସାରରେ ଥିବା ତିନି ପୁର ଯଥା ସ୍ଵର୍ଗପୁର, ମର୍ତ୍ୟପୁର ଏବଂ ପାତାଳପୁର ବିଷୟରେ ଆଲୋଚନା କରିଛନ୍ତି, ଆହୁରି ସ୍ଵର୍ଗପୁର କାହାକୁ କୁହାଯାଏ, ମର୍ତ୍ୟପୁର କାହାକୁ କୁହାଯାଏ ଏବଂ ପାତାଳପୁର କାହାକୁ କୁହାଯାଏ ସେ ବିଷୟରେ ସୁନ୍ଦର ଭାବରେ ବର୍ଣନା କରିଛନ୍ତି ଆସନ୍ତୁ ଦେଖିବା   

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)