PATHA KAHAKU KHOJE- ODIA PALA(ପଥ କାହାକୁ ଖୋଜେ) || PART-6 || GAYAK- PRABHAT KUMAR SHRICHANDAN

ଏହି ଭାଗର ସାରାଂଶ:- 
             ଏହି ପାଲାର ବିଷୟବସ୍ତୁ ହେଉଛି ପଥ କାହାକୁ ଖୋଜେ, ଏହାକୁ ଗାୟକ ଚନ୍ଦନ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସାଥିମାନେ ପରିବେଷଣ କରିଛନ୍ତି, ଏହି ଭାଗରେ ଗାୟକ ଉତ୍କଳ ମଣି ଗୋପବନ୍ଧୁ ଦାଶ ଙ୍କର ମାନବ ସେବା ବିଷୟରେ ଆଲୋଚନା କରିଛନ୍ତି, ବନ୍ୟା ସମୟରେ ଜରରେ ପଡିଥିବା ନିଜ ପୁଅକୁ ଛାଡି ଗୋପବନ୍ଧୁ କିପରି ଅନ୍ୟ ମାନଙ୍କର ସେବା କରିବା ପାଇଁ ବାହାରିଛନ୍ତି ଏବଂ ତାପରେ କଣ ହୋଇଛି ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)