RAMANAMA SARBASRESTHA- ODIA PALA(ରାମନାମ ସର୍ବଶ୍ରେଷ୍ଠ) || PART-2 || GAYIKA- SHUSHREE JANAKI CHAMPATI

ଏହି ଭାଗର ସାରାଂଶ:- 
             ଏହି ପାଲାର ବିଷୟବସ୍ତୁ ହେଉଛି ରାମନାମ ସର୍ବଶ୍ରେଷ୍ଠ, ଏହାକୁ ଗାୟିକା ବିଦ୍ୟାଭାରତୀ ଶୁଶ୍ରୀ ଜାନକୀ ଚମ୍ପତି ଓ ସାଥିମାନେ ପରିବେଷଣ କରିଛନ୍ତି, 
                   ପ୍ରକୃତରେ ଏଇ ଦୁନିଆରେ ବଡ କିଏ ପ୍ରେହାମେ ଗାୟିକା ମା ଧରିତ୍ରୀ ର ବ୍ୟାଖ୍ୟା କରିବାକୁ ଯାଇ ଯେମିତି ଗର୍ବ ଧାରିଣୀ ମା  ତା ର ସନ୍ତାନର ସବୁ ଅଲି ଅର୍ଧଲି କିଛି ନ ଭାବି ସବୁ ସାହିଯାଏ ସେହିପରି ଧରିତ୍ରୀ ମାଧ୍ୟାନ ପାପ ପୁଣ୍ୟ ସବୁକୁ ସହ୍ୟ କରିଥାଏ ,ବହୁତ ସୁନ୍ଦର ଭାବରେ ଗାୟିକା ଏହି ଭାଗରେ ବ୍ୟାଖ୍ୟା କରିଛନ୍ତି ,ତେବେ ଆସନ୍ତୁ ଦେଖିବା ଆଗକୁ କିପରି ମା ର ମାତୃତ୍ୱ କୁ ସୁନ୍ଦର ଭାବରେ ବୁଝାଇ ଅଛନ୍ତି 

Comments

Popular posts from this blog

SHIBA DHANU BHAGNA- ODIA PALA(ଶିବଧନୁ ଭଗ୍ନ) || PART-1 || GAYAK- KAILASH CHANDRA ROUT