RAGHUBANSI RAGHU- ODIA PALA(ରଘୁବଂଶୀ ରଘୁ )||PART-1||GAYIKA- PRABHATI SWAIN

ବିଷୟ ବସ୍ତୁର ସାରାଂଶ  
     ଅଯୋଧ୍ୟା ର ରାଜା ଦିଲ୍ଲୀପ ରାଜୁତି କରୁଥିବା ବେଳେ ତାଙ୍କ ପୁତ୍ର ରଘୁ ନାମରେ କିପରି ରଘୁ ବଂଶ ନାମ କାରଣ ହୋଇଥିଲା ଏବଂ ପ୍ରଭୁ ଶ୍ରୀରାମ ଙ୍କ ନାମ ଅନୁସାରେ ରାମ ବଂଶ କିପରି ହୋଇନଥିଲା ସେ ବିଷୟରେ ଗାୟିକା ପ୍ରଭାତୀ ସ୍ୱାଇଁ ଅତି ସୁନ୍ଦର ଭାବରେ ବର୍ଣନା  କରି ଅଛନ୍ତି 
          କିପରି ନନ୍ଦିନୀ ନାମକ ଗାଭି ରଘୁଙ୍କ ତାଙ୍କ  ଯଜ୍ଞ ଅଶ୍ୱ ଇନ୍ଦ୍ରଙ୍କ ଠାରୁ ଫେରାଇ ଆଣିବାରେ ସାହାଯ୍ୟ କରି ଥିଲେ ଅତି ସୁନ୍ଦର ଭାବରେ ସେ ଆଲୋଚନା କରି ଅଛନ୍ତି ,ତେବେ ଆସନ୍ତୁ ଦେଖିବା 

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)