KRISHNA O KARNA(କ୍ରୀଷ୍ଣା ଓ କର୍ଣ୍ଣ)-ODIA PALA ||PART-3|| GAYIKA- SASMITA ROUT

ବିଷୟବସ୍ତୁର ସାରାଂଶ -
            ମହାଭାରତ ରେ କୃଷ୍ଣ କହିଲେ ଦ୍ରୌପଦୀ ଙ୍କୁ ବୁଝାଯାଏ ,ଗାୟିକାଙ୍କ କହିବା ଅନୁସାରେ ମଗଭାରତ ଯୁଧ୍ୟ ର କାରଣ ହେଲେ ଦ୍ରୌପଦୀ ,ଦ୍ରୌପଦୀ ବା କ୍ରୀଷ୍ଣା ନ୍କ ପାଇଁ କର୍ଣ୍ଣ ଯାହା ଯାହା ଲାଛନା,ଉପହାସ ସହ୍ୟ କରିଛନ୍ତି ସେଥିପାଇଁ ଦ୍ରୌପଦୀ ହେଉଛନ୍ତି ଦାୟୀ ,ତେବେ ମହାଭାରତ ରେ   କଣ କଣ ଏବଂ କଣ ପାଇଁ ଦ୍ରୌପଦୀ ବା କ୍ରୀଷ୍ଣା ଦାୟୀ ସୁନ୍ଦର ଭାବରେ ଗାୟିକା ସସ୍ମିତା ରାଉତ ପରିବେଷଣ କରିଛନ୍ତି ଆସନ୍ତୁ ଦେଖିବା ସୁନ୍ଦର ବିଷୟ ଟି 'କ୍ରୀଷ୍ଣା ଓ କର୍ଣ୍ଣ '

Comments

Popular posts from this blog

ODIA PALA SONG AND COMEDY || PART-2 || GAYIKA- GOURIBALA SWAIN || MAMATA ENTERTAINMENT

ODIA PALA BHAJAN- PATAHARARE JEBE SRIRAMA LEKHIBU(ପଥରରେ ଯେବେ ଶ୍ରୀରାମ ଲେଖିବୁ)